Our Vision

  • Our Physical, digital and Intellectual infrastructure will be among the best in the country.
  • At least a third of our graduates will be women.
  • We will provide a nurturing environment to create great entrepreneurs and globally employable ITI graduates.
  • We will forge industry-partnerships at an international level.
  • Our students and teachers will be Warriors of the Planet to lead Sustainability

ଆମର ସ୍ଵପ୍ନ

               
  • ଆମର ଶାରୀରିକ, ଡିଜିଟାଲ୍ ଏବଂ ଦ୍ଵିଭାଷୀ ପ୍ରବାହର ଭିତ୍ତିଭୂମି ଦେଶ ମଧ୍ୟରେ ରହିବ |
  • ଆମର  ସ୍ନାତକମାନଙ୍କର ଅନ୍ତତଃ ଏକ-ତୃତୀଯାଂଶ ମହିଳା ହେବେ |
  • ମହାନ ଉଦ୍ଯୋଗୀ ତଥା ବିଶ୍ଵସ୍ତରୀୟ ଅଣ-ବେକାର ଆଇଟିଆଇ ସ୍ନାତକ ଙ୍କୁ ବନେଇବା ନିମନ୍ତେ ଆମେ ସେମାନଙ୍କୁ ଏକ ଅନୁକୂଳ ପରିବେଶ ଯୋଗେଇ ଦେବା|
  • ଆନ୍ତର୍ଜାତୀୟ ସ୍ତରରେ ଆମେ ଏକ ଶିଳ୍ପ-ସହଭାଗୀତା ସୃଷ୍ଟି କରିବୁ |
  • ଆମ ବିଶ୍ଵରେ ସ୍ଥିରତା ବଜାୟ ରଖିବାକୁ ହେଲେ ଆମକୁ ଆମର ଶିକ୍ଷକ ତଥା ଛାତ୍ର-ଛାତ୍ରୀଙ୍କୁ ଯୋଦ୍ଧା ଭଳି ବନେଇବାକୁ ହେବ